ଦକ୍ଷିଣ ଦୁଆରିଆ Dakshiṇa duāriā

  • ଦେ. ବିଣ — ଯେଉଁ ଘରର ଦ୍ୱାର ଦକ୍ଷିଣ ଦିଗକୁ — Having its door to the south
  • ଦେ. ବିଣ — ଦକ୍ଷିଣ ଦୁଆରିଆ ଘର, ଯେ ନ ପଶିବ ସେ ପଶିଲା, କାହାକୁ କରିବ ପର—ଢଗ ।