ଦଉଡ଼ ଲଗାଇବା Dauṟḍ̠a lagāibā

  • ଦେ. କ୍ରି — କ୍ରମାଗତ ଧାଇଁବା — To continue to run
  • ଦେ. କ୍ରି — କୈଣସି ସ୍ଥାନକୁ ଘନଘନ ଯାତାୟାତ କରିବା — To visit a place very often
  • ଦେ. କ୍ରି — ଦଉଡ଼ିବା; ଧାଇଁବା — To run