ଦଉଡ଼ ଧାପଡ଼ Dauṟḍ̠a dhāpaṟḍ̠a
- ଦେ. ବି. (ସଂ. ଦ୍ରୁତ ଧାବନ) — ଇତସ୍ତତଃ ଦଉଡ଼ିବା; ଧାଁ ଧପଡ଼; ବେଗରେ ଗତି କରିବା — Race; running about; running hither and thither
- ଦେ. ବି. (ସଂ. ଦ୍ରୁତ ଧାବନ) — ଅନବରତ ଶ୍ରମ ଓ ଅଙ୍ଗଚାଳନସାଧ୍ୟ କର୍ମ — Engagement in a toilsome task or a task necessitating constant movements