ଦଇବ ଛାଡ଼ିବା Daiba chhāṟḍ̠ibā

  • ଦେ. ବି — ବିଧାତା ପ୍ରତିକୂଳ ହେବା; ଦୁର୍ଭାଗ୍ୟ ଘଟିବାର ପୂର୍ବ ଲକ୍ଷଣ ଦେଖାଯିବା — Being god-forsaken; irony of fate; the fates frowning on a person
  • ଦେ. ବି — ତୋତେ ରେ ଦଇବ ଆଜି ଛାଡ଼ିଲା ପାମର—ରାଧାନାଥ. ବେଣୀସଂହାର।