ଦଇନି କରିବା Daini karibā

  • ଗ୍ରା. (ପଦ୍ଯ) କ୍ରି — ବିନୀତଭାବରେ ପ୍ରାର୍ଥନା କରିବା — To supplicate; to pray
  • ଗ୍ରା. (ପଦ୍ଯ) କ୍ରି — ମାଏ ପୋଏ କଲ ମୋତେ ଅନେକ ଦଇନି। ରାଧାନାଥ, ଦୁର୍ଯ୍ଯୋଧନ ରକ୍ତନଦୀ ସନ୍ତରଣ।