ଦଇତାରି Daitāri

  • ଦେ. ବି (ସଂ. ଦୈତ୍ୟାରି) — ବିଷ୍ଣୁ — A name of Bishṇu, the enemy of the demons
  • ଦେ. ବି (ସଂ. ଦୈତ୍ୟାରି) — ଆହେ ଦୀନବାନ୍ଧବ ମାଧବ ଦଇତାରି—କୃଷ୍ଣସିଂହ. ମହାଭାରତ.ଆଦି।
  • ଦେ. ବି (ସଂ. ଦୈତ୍ୟାରି) — (ନାମ) ପୁରୁଷଙ୍କୁ ଦିଆଯିବା ନାମ — A name given to males