ଦଂଷ୍ଟ୍ରା Daṁshṭrā

  • ସଂ. ବି. ସ୍ତ୍ରୀ (ଦଂଷ୍ଟ୍ର+ସ୍ତ୍ରୀ. ଆ) — ବଡ଼ ଦାନ୍ତ — Large tooth; tusk
  • ସଂ. ବି. ସ୍ତ୍ରୀ (ଦଂଷ୍ଟ୍ର+ସ୍ତ୍ରୀ. ଆ) — ବିଷଦାନ୍ତ — Fang