ଦଂଶିବା Daṁṡibā
- ଦେ. କ୍ରି (ସଂ. ଦନ୍ଶ୍, ଧାତୁ) — ଡଂଶିବା; କାମୁଡ଼ିବା — To bite
- ଦେ. କ୍ରି (ସଂ. ଦନ୍ଶ୍, ଧାତୁ) — ଦନ୍ତରେ ଆଘାତ କରିବା — To strike with the fangs
- ଦେ. କ୍ରି (ସଂ. ଦନ୍ଶ୍, ଧାତୁ) — ତକ୍ଷକ ତ ତୁମ୍ଭର ବାପଙ୍କୁ ଦଂଶିଲେ—କୃଷ୍ଣସିଂହ ମହାଭାରତ. ଆଦି।
- ଦେ. କ୍ରି (ସଂ. ଦନ୍ଶ୍, ଧାତୁ) — ନାହୁଡ଼ ମାରିବା — To sting