ଥୟ କରିବା Thaya karibā

  • ଦେ. କ୍ରି. — ସ୍ଥିର କରିବା — To settle
  • ଦେ. କ୍ରି. — ପାଇ ଯେ ହଜାଇଛି ଧନ। କେ ଥୟ କରିବ ତା ମନ। ଭୂପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି. — ଠିକଣା କରିବା; ନିଶ୍ଚିତ ସଂବାଦ ବୁଝିବା — To acertain
  • ଦେ. କ୍ରି. — ନିଶ୍ଚଳ କରିବା — To fix up