ଥୋଡ଼ା ବହୁତ Thoṟḍ̠ā bahuta

  • ଦେ. ବିଣ. (ସଂ. ସ୍ତୋକ+ବହୁ) (ହିନ୍ଦିରୁ ଅନୁକୃତ) ଅଳ୍ପ ହେଉ ବେଶି ହେଉ, କିଛି — Some, be it small or great