ଥୋଡ଼ମଞ୍ଜ Thoṟḍ̠a man̄ja

  • ପ୍ରାଦେ. (ଯାଜପୁର) ବି. — ଛୋଟ ମଞ୍ଜ; ଗଛ ଭିତରୁ ଭଣ୍ଡା ବାହାରି ଥିବା, କିନ୍ତୁ କଦଳୀ ବାହାରି ନ ଥିବା କଦଳୀ ପେଣ୍ଡା — The spathe of a plantain tree which has just come out of the truck