ଥୋର ହସ୍ତ Thora hasta
- ଦେ. ବି — ଥୋଡ଼ ପାହାର (ଦେଖ) — Thoṟḍ̠ pāhāra (See)
- ଦେ. ବି — ସୁବର୍ଣ୍ଣ କୁମ୍ଭେ ନୀର ଭରି ତାଳିଲେ ଥୋର ହସ୍ତେ ଧରି। ଜଗନ୍ନାଥ. ଭାଗବତ।
- ଦେ. ବି — ମଣ୍ଡପର ମଥାନ ମଝିରୁ ତଳକୁ ଲମ୍ବିଥିବା କାଷ୍ଠ ଖଣ୍ଡ ବା ତଳଗୁଜ — A long piece of wood hanging down from the centre of the roof of a thatched block house; a gargoyle hanging down the roof of a thatched blockhouse