ଥୋମଣି Thomaṇi
- ଦେ. ବି — ପଶୁମାନଙ୍କର ମୁହଁ ଓ ନାକର ଅଗ, ଯାହା ବାହାରି ପଡ଼ିଥାଏ — Projecting mouth and nose of animals
- ଦେ. ବି — ପଶୁମାନଙ୍କର ଓଷ୍ଠାଗ୍ର — Muzzle; snout of beasts
- ଦେ. ବି — ଓଷ୍ଠଦ୍ୱୟ — The two lips
- ଦେ. ବି — ଦାନ୍ତ ଥୋମଣିରେ ଖୋଳି ଭୂମି ଭାଗ। କୃଷ୍ଣସିଂହ. ମହାଭାରତ, ବନ।