ଥୋପେଇବା Thopeibā

  • ଦେ. କ୍ରି — ମଝି ଆଙ୍ଗୁଠି ଦ୍ୱାରା ଅନ୍ଯ ବ୍ଯକ୍ତିର ମୁଣ୍ଡର ପଛ ଆଡ଼େ ଆଘାତ କରିବା — To strike a person on the back of his head with one's middle finger
  • ଦେ. କ୍ରି — ଟୋପା ଟୋପା ହୋଇ ପଡ଼ିବା — To fall down by drops