ଥୋପି ପଡ଼ିବା Thopi paṟḍ̠ibā

  • ଦେ. କ୍ରି — ଟୋପା ଟୋପା ହୋଇ ପଡ଼ିବା — To fall in drops; to trickle
  • ଦେ. କ୍ରି — ବୋହି ପଡ଼ିବା — To flow down
  • ଦେ. କ୍ରି — ଥୋପି ପଡ଼ୁଅଛି କି ରଙ୍ଗେ ରକ୍ତିମା ସେ ରଙ୍ଗ ଓଷ୍ଠ ଅଧରେ ରାଧାନାଥ. ଯଯାତି।
  • ଦେ. କ୍ରି — ପାଟିରୁ ପାନ ପିକ ଆଦି ବୋହି ପଡ଼ିବା — To flow down from the lips (said of spittle.)
  • ଦେ. କ୍ରି — ଥୋପି ପଡ଼ୁଥାଇ ରଙ୍ଗ ଅଧର। ଭଞ୍ଜ. ସୁବର୍ଣ୍ଣରେଖା।
  • ଦେ. କ୍ରି — ଗୁଚ୍ଛ ଗୁଚ୍ଛ ଫୁଲ ଫୁଟିଲା ପରି ମନୋହର ଦେଖାଯିବା — To look beautiful like a cluster of blossoming flowers
  • ଦେ. କ୍ରି — ଥୋପି ପଡ଼ିଲା ଯେ ରଙ୍ଗେ ରଙ୍ଗିଣୀ। ଗୋଲକ. ଇନ୍ଦୁରେଖା।