ଥୋକାଏ Thokāe

  • ଦେ. ବିଣ. (ସଂ. ସ୍ତୋକ) — ଅଳ୍ପ ସଂଖ୍ୟକ — A few
  • ଦେ. ବିଣ. (ସଂ. ସ୍ତୋକ) — ଯୁଦ୍ଧ କରି ଥୋକାଏ ଏଥିରୁ ରାକ୍ଷସ। କୃଷ୍ଣସିଂହ. ମହାଭାରତ. ସଭା
  • ସର୍ବନାମ. — କେହି କେହି; କେତେକ — Some
  • ସର୍ବନାମ. — ଯେତେ ବ୍ରହ୍ମ ରାକ୍ଷସ ଅଛନ୍ତି ଏ ଲୋକେ, ଏ ଯାଗ ବିଘ୍ନ ଆସି କରିବେ ଯେ ଥୋକେ। କୃଷ୍ଣସିଂହ. ମହାଭାରତ ସଭା।
  • କ୍ରି. ବିଣ. — ଟିକିଏମାତ୍ର — A little; slightly
  • କ୍ରି. ବିଣ. — ଥୋକାଏ ତୋ ପ୍ରୀତି। କବିସୂର୍ଯ୍ୟ ରତ୍ନାକର ଚମ୍ପୁ. ଥ ଗୀତ।