ଥୋକ ଥୋକ କରି Thoka thoka kari

  • ଦେ. କ୍ରି. — ଏକକିସ୍ତିକେ — By one instalment
  • ଦେ. କ୍ରି. — ଏକାଥରକେ — 3. Once
  • ଦେ. କ୍ରି. — ଗଦା ଗଦା କରି — In different heaps
  • ଦେ. କ୍ରି. — ଥର ଥର କରି — By instalments
  • ଦେ. କ୍ରି. — ଅଳ୍ପ ଅଳ୍ପ କରି — In small quantities
  • ଦେ. କ୍ରି. — ଗୋଛା ଗୋଛା କରି — In sheafs