ଥେବଡ଼ା Thebaṟḍ̠ā

  • ପ୍ରାଦେ. (ବାଲେଶ୍ୱର) ବିଣ — ଚେପ୍ଟା — Flat
  • ପ୍ରାଦେ. (ବାଲେଶ୍ୱର) ବିଣ — ଥେବଡ଼ା ନାକରେ ନାଟଣୀ ମୟୂର ବସଣୀ ଯିବ ଲାଖି। ଫକୀରମୋହନ. ମାମୁଁ।