ଥେଣ୍ଟିବା Theṇṭibā

  • ଦେ. କ୍ରି — ଗୁରୁଜନ ବା ପ୍ରଭୁଙ୍କ କଥାକୁ ଅମାନ୍ୟ କରିବା — To disobey or disregard the words of one's superiors
  • ଦେ. କ୍ରି — ଗୁରୁଜନ ବା ପ୍ରଭୁଙ୍କ କଥାରେ ଯବାବ ଦେବା — To give curt replies to the words or questions of one's superiors