ଥେଣ୍ଟା ଥେଣ୍ଟି Theṇā theṇṭi

  • ଦେ. ବି — ଠେସା ଠେସି; ଦୁଇ ଜଣ ବ୍ଯକ୍ତି (ବା ଚାକର) କୌଣସି କାର୍ଯ୍ୟ କରିବାକୁ ପରସ୍ପର ମଧ୍ୟରେ କଳି ଲଗାଇ ପରସ୍ପର ଉପରେ କାମ ପକାଇବା — Mutual shrinking or shuffling of responsibility for doing any work; carping at each other
  • ଦେ. ବି — [ଦ୍ର—ଯେଉଁ ଘରେ ଏକାଧିକ ଚାକର ଥାଆନ୍ତି ଓ ଚାକରଙ୍କ ମଧ୍ୟରେ କାର୍ଯ୍ୟ ବିଭାଗ ନ ଥାଏ ସେମାନେ ଥେଣ୍ଟା ଥେଣ୍ଟି ହୋଇ ଅନେକ କାର୍ଯ୍ୟ ବାକି ପକାଇ ରଖନ୍ତି।]
  • ଦେ. ବି — ଗୁରୁଜନ ବା ପ୍ରଭୁଙ୍କ ଆଦେଶକୁ ଏକାଧିକ ଥର ଅବଜ୍ଞା କରିବା — Repeated recalcitrancy or insubordintion
  • ଦେ. ବି — ଠେଲାଠେଲି (ଦେଖ) — Ṭhelāṭheli (See)