ଥୁଲିଂ ମଠ Thuliṁ maṭha
- ଦେ. ବି (ନାମ) — ତିବ୍ୱତର ହିମାଳୟର ସାନୁଦେଶରେ ଅବସ୍ଥିତ ଗୋଟିଏ ବୌଦ୍ଧ ମଠ — Name of a Buddhist monastery at the foot of the Himalayas in Tibet
- ଦେ. ବି (ନାମ) — [ଦ୍ର—ଏଠାରେ ପାଞ୍ଚଲକ୍ଷରୁ ଅଧିକ ପୁସ୍ତକ ଓ 7।8 ଲକ୍ଷ ଦେବ ଦେବୀ ମୂର୍ତ୍ତି ଅଛନ୍ତି।] — [ଦ୍ର—ଏଠାରେ ପାଞ୍ଚଲକ୍ଷରୁ ଅଧିକ ପୁସ୍ତକ ଓ78ଲକ୍ଷ ଦେବ ଦେବୀ ମୂର୍ତ୍ତି ଅଛନ୍ତି]