ଥୁରୁଥୁରୁ Thuruthuru

  • ଦେ. ବିଣ — ସାମାନ୍ୟ ଭାବରେ କମ୍ପିବା — Shivering; shaking
  • ଦେ. ବିଣ — [ଦ୍ର—ଥର ଥର ଅପେକ୍ଷା ଲଘୁତର କମ୍ପକୁ ଥୁରୁଥୁରୁ କୁହାଯାଏ।]