ଥୁତ୍କାରିବା Thutkāribā

  • ଦେ. କ୍ରି. (ସଂ. ଧିକ୍କାର; ତିରସ୍କାର) — ଘୃଣାରେ କୌଣସି ବ୍ଯକ୍ତି ଉପରେ ଛେପ ପକାଇବା — To spit on a person
  • ଦେ. କ୍ରି. (ସଂ. ଧିକ୍କାର; ତିରସ୍କାର) — ଧିକ୍କାର କରିବା — To cry down a person contemptuously