ଥୁକୀଥା ମାରିବା

  • ଦେ. କ୍ରି — 'ଥୁକ୍' ବା 'ଥୁକୀଥା' ଶବ୍ଦ ଉଚ୍ଚାରଣ କରି କୌଣସି ପଦାର୍ଥକୁ ଅନ୍ଯ ବ୍ଯକ୍ତି ସ୍ପର୍ଶ କରିବ ନାହିଁ ବୋଲି ନିଷେଧ କରିବା।