ଥୁକିବା Thukibā

  • ଦେ. କ୍ରି. — ଛେପ ପକାଇବା — To spit
  • ଦେ. କ୍ରି. — ଘୃଣାରେ କୌଣସି ପଦାର୍ଥ ବା ମନୁଷ୍ୟ ଉପରେ ଛେପ ପକାଇବା — To spit on a thing or person with contempt