ଥୁକାଇବା Thukāibā
- ଦେ. କ୍ରି. (ଥୁକିବା କ୍ରିୟାର ଣିଜନ୍ତରୂପ;) — Causative form of Thukibā
- ଦେ. କ୍ରି. ଅନ୍ଯ ବ୍ଯକ୍ତି ଦ୍ୱାରା କୌଣସି ବ୍ଯକ୍ତି ଉପରେ ଛେପ ପକାଇବା କର୍ମ କରାଇବା — 2. To cause others to spit upon a person
- ଦେ. କ୍ରି. (ଯଥା—ଜମିଦାର ପାଣଙ୍କଦ୍ୱାରା ହାଟୁଆ ପ୍ରଜା ମୁହଁରେ ଥୁକାଇ କରି ହାଟୁଆ ପ୍ରଜାର ଜାତି ନେଲେ।)
- ଦେ. କ୍ରି. ପାଟିରେ ପୁରାଇଥିବା ଜିନିଷକୁ କାଢ଼ି ପକାଇବା ପାଇଁ ବାଧ୍ୟ କରିବା — To cause a person to spit up anything he has got in his mouth
- ଦେ. କ୍ରି. (ଯଥା—ପିଲା ଗୁଡ଼ାଏ ମାଟି ପାଟିରେ ପୁରାଇ ଥିବାର ଦେଖି ବାପା ପିଲାଙ୍କୁ ସେ ମାଟିଗୁଡ଼ାକ ଥୁକାଇ ଦେଲେ।)