ଥୁଆ ଯିବା Thuāj̄ibā

  • ଦେ. କ୍ରି. — (ଥୋଇବା କ୍ରିୟାର କର୍ମବାଚ୍ୟରୂପ) ରଖା ଯାଇଥିବା — To be placed
  • ଦେ. କ୍ରି. — ଥୁଆ ହୋଇଥିଲା ଦାଣ୍ଡରେ ସିଂହଭାଗ, ବିଲୁଆ ହୋଇ ତୁହି କଲୁ ତ ସରାଗ। କୃଷ୍ଣସିଂହ. ମହାଭାରତ. ବନ।