ଥିର Thira
- ଦେ. ବିଣ. (ସଂ. ସ୍ଥିର) — ସ୍ଥିର — Fixed
- ଦେ. ବିଣ. (ସଂ. ସ୍ଥିର) — ମନ ଉତ୍ସୁକ ଥିର ନୋହେ ଦୁଃଖେ ଚଞ୍ଚଳ ମତି। ପ୍ରତାପ. ଶଶିଶେଣା।
- ଦେ. ବିଣ. (ସଂ. ସ୍ଥିର) — ଗତିହୀନ; ନିଶ୍ଚଳ — Motionless; calm
- ଦେ. ବିଣ. (ସଂ. ସ୍ଥିର) — ଧୀର — Slow; sedate; steadfast
- ଦେ. ବିଣ. (ସଂ. ସ୍ଥିର) — ଅବିଚଳିତ — Unperturbed
- ଦେ. ବିଣ. (ସଂ. ସ୍ଥିର) — ବୋଇଲି ହେବି ଏଥର ଥିର। ଭଞ୍ଜ. ପ୍ରେମସୁଧାନିଧି।
- ଦେ. ବିଣ. (ସଂ. ସ୍ଥିର) — ଅଚଞ୍ଚଳ — Not moving; not fickle
- ଦେ. ବିଣ. (ସଂ. ସ୍ଥିର) — ନିଶ୍ଚୟ — Certain
- ଦେ. ବିଣ. (ସଂ. ସ୍ଥିର) — ନିର୍ଦ୍ଧାରିତ — Fixed; settled; ascertained
- ଦେ. ବିଣ. (ସଂ. ସ୍ଥିର) — ଗମ୍ଭୀର — Grave
- ବି — ସ୍ଥିରତା — Certainty