ଥାଳି ମାରିବା
- ଦେ. କ୍ରି — କୌଣସି ମସତୁଲ ସ୍ଥାନରେ ଥାଳିକୁ ଏପରି ଭାବରେ ପକାଇବା, ଯେପରି କି ଉକ୍ତ ଥାଳି ଉପରେ ଉପରେ ଖସି ଚାଲିଯିବା।
- ଦେ. କ୍ରି — [ଦ୍ର—ଏ ବାକ୍ୟ ସବୁ ସ୍ଥାନରେ ବ୍ଯବହୃତ ହୁଏ ନାହିଁ। କେବଳ କୌଣସି ସ୍ଥାନରେ ଅତ୍ୟଧିକ ଲୋକ ସମାଗମ ହେଲେ ସେମାନଙ୍କର ମୁଣ୍ଡକୁ ମୁଣ୍ଡ ଏପରି ଲାଗିଯାଏ ଯେ ସେମାନଙ୍କ ମୁଣ୍ଡ ଉପରେ ଗୋଟିଏ ଥାଳିକୁ ପାଣିରେ ଭସାଗଲା ପରି ଛାଡ଼ିଦେଲେ ଉକ୍ତ ଲୋକଙ୍କ ମୁଣ୍ଡ ଉପରେ ଉପରେ ଗତି କରି ଚାଲିଯିବା—ମଝିରେ କୌଣସି ସ୍ଥାନରେ ତଳକୁ ପଡ଼ିଯିବ ନାହିଁ। ଏହିପରି ସ୍ଥଳରେ ଏଥିର ପ୍ରୟୋଗ ହୁଏ।