ଥାପୁଡ଼େଇବା Thāpuṟḍ̠eibā
- ଦେ. କ୍ରି (ଧ୍ୱନ୍ୟନୁକରଣ) — ଧୀରେ ଧୀରେ ଚାପୁଡ଼ା ମାରିବା — To slap or pat; to strike with the flat of the hand gently
- ଦେ. କ୍ରି (ଧ୍ୱନ୍ୟନୁକରଣ) — ହାତଦ୍ୱାରା ମାଟି ଆଦି ଛାଟିବା — To stick mud on a wall with the hand
- ଦେ. କ୍ରି (ଧ୍ୱନ୍ୟନୁକରଣ) — ଅସ୍ଥାୟୀଭାବରେ କୌଣସି କାର୍ଯ୍ୟ କରିବା — To patch up a thing; to do patch work
- ଦେ. କ୍ରି (ଧ୍ୱନ୍ୟନୁକରଣ) — କୌଣସି କାର୍ଯ୍ଯକୁ କିଛିକାଳ ସକାଶେ ଅଟକାଇ ରଖିବା — To keep a matter in obeyance for the time being