ଥାନେଶ୍ୱର Thāneṡwara
- ଦେ. ବି (ନାମ) — ଦିଲ୍ଲୀ ନିକଟସ୍ଥ ପ୍ରଧାନ ଯୁଦ୍ଧ କ୍ଷେତ୍ର — Name of a famous battle field near Delhi
- ଦେ. ବି (ନାମ) — [ଦ୍ର—ଏଠାରେ 1191 ରେ ପୃଥ୍ୱୀରାଜ ଭାରତ ଆକ୍ରମଣ— କାରୀ ମୁସଲମାନ ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ। କିନ୍ତୁ ତାର ପର ବର୍ଷ ମହମ୍ମଦ ଘୋରୀ ଏଠାରେ ପୃଥ୍ୱୀରାଜଙ୍କୁ ପରାସ୍ତ ଓ ବନ୍ଦୀ କରି ହତ୍ୟା କଲେ ଓ ଦିଲ୍ଲୀ, କନଉଜ ଓ ବନାରସ ଅଧିକାର କଲେ; ଏ ଯୁଦ୍ଧରେ କ୍ଷେତ୍ରରେ ଅନ୍ଯ ନାମ ତିରୋରୀ।] — [ଦ୍ର—ଏଠାରେ1191ରେ ପୃଥ୍ୱୀରାଜ ଭାରତ ଆକ୍ରମଣ— କାରୀ ମୁସଲମାନ ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ କିନ୍ତୁ ତାର ପର ବର୍ଷ ମହମ୍ମଦ ଘୋରୀ ଏଠାରେ ପୃଥ୍ୱୀରାଜଙ୍କୁ ପରାସ୍ତ ଓ ବନ୍ଦୀ କରି ହତ୍ୟା କଲେ ଓ ଦିଲ୍ଲୀ, କନଉଜ ଓ ବନାରସ ଅଧିକାର କଲେ; ଏ ଯୁଦ୍ଧରେ କ୍ଷେତ୍ରରେ ଅନ୍ଯ ନାମ ତିରୋରୀ]