ଥାନପତି Thānapati

  • ଦେ. ବି. (ସଂ. ଥାନପତି) — ମଠର ଅଧୀନ ଗ୍ରାମର ଶାସକ କର୍ମଚାରୀବିଶେଷ — A village-official under an endowment
  • ଦେ. ବି. (ସଂ. ଥାନପତି) — ହାଟୁଆ ସମ୍ପ୍ରଦାୟର ମୁଖିଆ ବ୍ଯକ୍ତି — A headman amongst th 'Hāṭuā' castes
  • ଦେ. ବି. (ସଂ. ଥାନପତି) — ଗ୍ରାମର ମୁଖିଆ ବ୍ଯକ୍ତି, ସ୍ଥାନାଧିପତି — Headman of a village
  • ଦେ. ବି. (ସଂ. ଥାନପତି) — ଗ୍ରାମର ଅଧିଷ୍ଠାତ୍ରୀ ଦେବତା; ଗ୍ରାମଦେବତା — Presiding Deity of a village