ଥାତାମାମା Thātāmāmā

  • ଦେ. ବି. — କୌଣସି କାର୍ଯ୍ୟ କରିବାକୁ ଇତ— ସ୍ତତଃ ହେବା; ଦ୍ୱିଧା କରିବା — Wavering
  • ଦେ. ବି. — କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ ହେବା — Shrinking from doing a work
  • ଦେ. ବି. — କୌଣସି କଥା କହିବାକୁ କୁଣ୍ଠିତ ହେବା — Prevarication
  • ଦେ. ବି. — ସନ୍ଦିହାନ ହେବା — Hesitancy
  • ଦେ. ବି. — ସନ୍ଦେହ — Doubt
  • ବି. — ସନ୍ଦିହାନ — Wavering
  • ବି. — କୁଣ୍ଠିତ — Prevaricating
  • ବି. — କୌଣସି କାର୍ଯ୍ୟ କରିବାକୁ ଇତସ୍ତତଃ କରୁଥିବା — Hesitating
  • ବି. — ପଶ୍ଚାତ୍ପଦ — Shrinking