ଥାକ କରିବା Thaāka karibā
- ଦେ. କ୍ରି — ସ୍ତରେ ସ୍ତରେ ସଜ୍ଜିତ କରିବା — To arrange in layers
- ଦେ. କ୍ରି — ଛୋଟ ଛୋଟ ଗଦାରେ ସଜ୍ଜିତ କରିବା — To arrange in small heaps or stacks
- ଦେ. କ୍ରି — ଶ୍ରେଣୀ ବିଭାଗ କରିବା — To sort; to classify
- ଦେ. କ୍ରି — ଲୁଗା ଆଦିକୁ ପ୍ରସ୍ତ ପ୍ରସ୍ତ କରି ଭାଙ୍ଗିବା — To fold