ଥାଉଁଥାଉଁ Thāuñthāuñ

  • ଦେ. ଅ — ଥିବାସ୍ଥଳେ; ଥିବାସତ୍ତ୍ୱେ ଥିଲେ ମଧ୍ୟ — Inspite of; inspite of the presence of
  • ଦେ. ଅ — ନ ଦିଶଇ ଆଖି ଥାଉଁ ଥାଉଁ ପଥ। କବିସୂର୍ଯ୍ୟ, ସଙ୍ଗୀତ।