ଥଳକୂଳ Thaḻakūḻa

  • ଦେ. ବି. (ସଂ. ସ୍ଥଳ ଓ କୂଳ) — ଗଭୀରତାର ପରିମାଣ ଓ ନଦ୍ୟାଦିର ଅପର ପାରର ଇୟତ୍ତା — Ascertainment of the depth and the opposite shore of an expanse of water
  • ଦେ. ବି. (ସଂ. ସ୍ଥଳ ଓ କୂଳ) — ନ ପାଇ ତାର ଥଳକୂଳ, ଏରୂପେ ସେ କାରୁଣ୍ୟ ଜଳ। ଭୂପତି, ପ୍ରେମପଞ୍ଚାମୃତ।
  • ଦେ. ବି. (ସଂ. ସ୍ଥଳ ଓ କୂଳ) — ସ୍ଥିରତା; ନିଶ୍ଚୟତା — Certainty
  • ଦେ. ବି. (ସଂ. ସ୍ଥଳ ଓ କୂଳ) — (ଯଥା—ତା କଥାରେ ମୁଁ କିଛି ଥଳକୂଳ ପାଉନାହିଁ।)