ଥଲଥଲେଇବା Thalathaleibā
- ଦେ. କ୍ରି — ଥଲଥଲ ହେବା; ନରମା ମାଉଁସ ମେଞ୍ଚାପରି ହେବା — To be flaccid or flabby
- ଦେ. କ୍ରି — ଥାକୁଲ ଥାକୁଲ ହେବା; ଖୁବ ମୋଟ ବା ସ୍ଥୂଳ ହେବା — To be corpulent
- ଦେ. କ୍ରି — ଧୁଣ୍ଡା ଓ ଥନ୍ତଲ ପେଟିଆ ମନୁଷ୍ୟଙ୍କ ପେଟରୁ ପୁଟୀ ବା ଅତିରିକ୍ତ ମାଉଁସ ଓହଳି ପଡ଼ିବା — To dangle loosely or laxly as the flabby folds of flesh of a corpulent man