ଥରଥରିଆ Tharathariā

  • ଦେ. ବିଣ. ପୁଂ — ଯେ ସାମାନ୍ୟ ଭୟର କାରଣ ଉପସ୍ଥିତ ହେଲେ ଥରେ; ଥରୁଆ; ଭୟାଳୁ — Given to trembling at slight causes; timid
  • ଦେ. ବିଣ. ପୁଂ — ଭୟରେ ଅସ୍ଥିର — Shaking through fear; trembling
  • ଦେ. ବିଣ. ପୁଂ — ଅଥରପା; ଅସ୍ଥିରତା — Tottering
  • ବି — କମ୍ପକମ୍ପା; ଏକ ପ୍ରକାର ବୁଢ଼ିଆଣୀ — A kind of slender and long-legged insect (which is seen trembling) Pholcus Phalangioidos