ଥମ୍ ଖାଇବା Tham khāibā

  • ଦେ. କ୍ରି. (ସଂ. ସ୍ତନଭ୍ ଧାତୁ) — ହଠାତ୍ ସ୍ଥିର ହେବା; ହଠାତ୍ ଥମିଯିବା — To come to a sudden stand- still; to stop at once
  • ଦେ. କ୍ରି. (ସଂ. ସ୍ତନଭ୍ ଧାତୁ) — ବିସ୍ମୟାନ୍ୱିତ ହେବା — To be taken aback