ଥମେଇବା Thameibā

  • ଦେ. କ୍ରି.—(ସଂ. ସ୍ତନ୍ଭ୍ ଧାତୁ; ସ୍ତମ୍ଭନ, ପ୍ରା. ଥଂଭନ) ଥମିବା କ୍ରିୟାର ଣିଜନ୍ତ ରୂପ — The causative form of 'Thamibā'
  • ଦେ. କ୍ରି.—(ସଂ. ସ୍ତନ୍ଭ୍ ଧାତୁ; ସ୍ତମ୍ଭନ, ପ୍ରା. ଥଂଭନ) ବନ୍ଦ କରିବା — To stop; to cause to stop; to bring to a standstill
  • ଦେ. କ୍ରି.—(ସଂ. ସ୍ତନ୍ଭ୍ ଧାତୁ; ସ୍ତମ୍ଭନ, ପ୍ରା. ଥଂଭନ) ଶାନ୍ତ କରିବା — To appease; to quiet
  • ଦେ. କ୍ରି.—(ସଂ. ସ୍ତନ୍ଭ୍ ଧାତୁ; ସ୍ତମ୍ଭନ, ପ୍ରା. ଥଂଭନ) ଥଣ୍ଡା କରିବା — To cool down
  • ଦେ. କ୍ରି.—(ସଂ. ସ୍ତନ୍ଭ୍ ଧାତୁ; ସ୍ତମ୍ଭନ, ପ୍ରା. ଥଂଭନ) ଅଟକାଇବା — To detain; to restrain