ଥମ୍ବନ Thambana

  • ଗ୍ରା. ବି. — ସ୍ତମ୍ଭନ (ଦେଖ) — Stambhana (See)
  • ଗ୍ରା. ବି. — ଅଗ୍ନି ଥମ୍ବନ ମୁଁ କଲଇଁ ଯହୁଁ, ଜାଣି ତରକି ପଳାଇଲେ ତହୁଁ। ପ୍ରତାପ, ଶଶିସେଣା।