ଥନ ଭାଙ୍ଗି କ୍ଷୀରଦେବା Thana bhāṅgi kshīradebā

  • ଦେ. କ୍ରି — ଆପଣାର ସ୍ତନରୁ ଶିଶୁକୁ ସ୍ତନ୍ଯପାନ କରାଇବା — To suckle a child at one's breast
  • ଦେ. କ୍ରି — କୋଇଲି ଲୋ ଥନଭାଙ୍ଗି କ୍ଷୀରପାନ ଦେଲି। କେଶବ କୋଇଲି।