ଥଣ୍ଡା Thaṇḍā

  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — କାକରିଆ; ଶୀତଳ — Cold; cool
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ସହ୍ୟ; ଦେହରେ ସହି ହେଲା ଭଳି — Agreeable
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ନିବୃତ୍ତ; ଉପଶାନ୍ତ; ସନ୍ତୋଷିତ — Appeased; cooled; assuaged; satisfied
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ସ୍ଥିର — Calm
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ଶାନ୍ତିପ୍ରଦ; ଯାହା ଥଣ୍ଡା କରେ — Cooling; refreshing; soothing
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ଶାନ୍ତପ୍ରକୃତିକ — Meek; mild
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ଯାହା ଉଗ୍ର ନୁହେଁ — Gentle; not ferocious
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ବିଶ୍ରାମ ଦ୍ୱାରା ଯାହାର କ୍ଳାନ୍ତି ଦୂର ହୋଇଥାଏ — Refreshed after rest; soothed
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ଉଦାସୀନ — Indifferent
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ଦମିତ — Checked
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ସନ୍ତୁଷ୍ଟ; ତୃପ୍ତ — Satisfied
  • ଦେ. ବିଣ (ସଂ. ସ୍ନିଗ୍ଧ କିମ୍ବା ଶାନ୍ତ; ପ୍ରା. ଟଡ୍ଡ—ହି. ଶବ୍ଦସାଗର) — ସ୍ଥିର; ଶାନ୍ତିମୟ — Tranquil; clamed