ଥଣ୍ଡା ହେବା Thaṇḍā hebā

  • ଦେ. କ୍ରି (ଲକ୍ଷଣାର୍ଥ) — କୌଣସି ଅସନ୍ତୋଷର କାରଣର ନିବୃତ୍ତି ପରେ ମନରେ ଶାନ୍ତି ଉପଭୋଗ କରିବା — (figurative) To be pacified after one's grievance is remedied
  • ଦେ. କ୍ରି (ଲକ୍ଷଣାର୍ଥ) — (ଯଥା—ମୁଦାଲାଙ୍କୁ ପଚାଶ ପଚାଶ ଟଙ୍କା ଜୋରିମାନା କରିବାରୁ ମୁଦେଇମାନେ ଥଣ୍ଡା ହୋଇଗଲେ।)
  • ଦେ. କ୍ରି (ଲକ୍ଷଣାର୍ଥ) — (ଲକ୍ଷଣାର୍ଥ) କ୍ଷୁଧା ତୃଷ୍ଣାଦିର ନିବୃତ୍ତି ପରେ ଶାନ୍ତ ହେବା — (figurative) To be satiated after satisfaction of hunger, thirst etc
  • ଦେ. କ୍ରି (ଲକ୍ଷଣାର୍ଥ) — (ଯଥା—ସନ୍ଧ୍ୟା ବେଳକୁ ଯାଇ ଅନ୍ନ ମୁଠିଏ ପଡ଼ିବାରୁ ପେଟ ଥଣ୍ଡା ହେଲା।)
  • ଦେ. କ୍ରି (ଲକ୍ଷଣାର୍ଥ) — ଶୀତଳ ହେବା — To become cold