ଥଣ୍ଡା ବେଳ Thaṇḍā beḻa

  • ଦେ. ବି — ଦିବସର ଯେଉଁ ସମୟରେ ସୂର୍ଯ୍ୟକିରଣର ପ୍ରଖରତା ନ ଥାଏ (ସନ୍ଧ୍ୟା, ସକାଳ ଓ ରାତି) — Cool time of the day (viz. morning, evening and night); cool hours of the day
  • ଦେ. ବି — ଦିବସର ଯେଉଁ ସମୟରେ ଶୀତ ଅନୁଭୂତ ହୁଏ — Time of the day when it is cold or when one may catch cold