ଥଣ୍ଡା ବିଜୁଳୀ Thaṇḍā bijuḻī

  • ଦେ. ବି. (ଆଧୁନିକ ପ୍ରୟୋଗ) — ବୈଦ୍ୟୁତିକ ବାଟେରି ବା ପ୍ରବାହଯୁକ୍ତ ତାରଦଣ୍ଡର ମୁଣ୍ଡରେ ବିଯୁକ୍ତ ପ୍ରାନ୍ତ — (negative)ନାମକ ବିଦ୍ଯମାନ ବୈଦୁତିକ ଶକ୍ତି— Negative electricity