ଥଣ୍ଟ ବୋହିବା Thaṇṭa bohibā

  • ପ୍ରାଦେ. (ଯାଜପୁର) ବି — ଅନ୍ୟଲୋକଠାରୁ ଧନ ପ୍ରଭୃତି ନେବା — Taking of riches from a person
  • ପ୍ରାଦେ. (ଯାଜପୁର) ବି — (ଯଥା—ତୁମ୍ଭର ଧନ ଦଉଲତ ଅଧିକରୁ ଅଧିକ ହେଉ, ଆଉ ଆମ ଥଣ୍ଟ ସବୁବେଳେ ବୋହୁଥାଉ।)