ଥଟ୍ଟାରି Thaṭṭāri

  • ଦେ. ବି. (ସଂ. ସ୍ଥାଳକର; କିମ୍ବା ଧ୍ୱନ୍ୟର୍ଥକ) — କଂସାରି — Brazier; brass- founder
  • ଦେ. ବି. (ସଂ. ସ୍ଥାଳକର; କିମ୍ବା ଧ୍ୱନ୍ୟର୍ଥକ) — ଯେଉଁ ବ୍ଯକ୍ତି ପିତଳ ଓ କଂସାର ବାସନ ଓ ଗହଣାଆଦି ତିଆରି କରେ — One who manufactures bellmetal articles
  • ଦେ. ବି. (ସଂ. ସ୍ଥାଳକର; କିମ୍ବା ଧ୍ୱନ୍ୟର୍ଥକ) — ଥଟାରି ଘର ପାରା, (ତାକୁ) କୁଲା ଡମ ଡମ ଡରା—ଢଗ।