ଥଟା ତମସା Thatā tamasā

  • ଦେ. ବି. (ସହଚର ଶବ୍ଦ; ସଂ. ଟଟ୍ଟର+ଫା. ତମାସା) — ପରିହାସ; ବ୍ୟଙ୍ଗ ବିଦ୍ରୂପ — Joking in words and actions; satire and practical joke