ଥଟା କରିବା Thaṭā karibā

  • ଦେ. କ୍ରି. (ସଂ. ଟଟ୍ଟରୀ) — ପରିହାସ କରିବା — To cut jokes; to jest
  • ଦେ. କ୍ରି. (ସଂ. ଟଟ୍ଟରୀ) — ଲୁଚିବସି କାଳ କରେ ଯାକୁ ଥଟା। ରାଧାନାଥ. ଦରବାର।
  • ଦେ. କ୍ରି. (ସଂ. ଟଟ୍ଟରୀ) — ବ୍ୟଙ୍ଗବିଦ୍ରୂପ କରିବା — To satirise